Headlines 6.30 PM
+ ସଂକ୍ରମିତଙ୍କ ପାଇଁ ଯଥେଷ୍ଟ ଗୋଟିଏ ଡୋଜ କୋଭିଡ ଟିକା
+ ନୋଭାଭାକ୍ସର ଟିକାକୁ ନେଇ ବଢିଲା ଆଶା
+ ଦେଶରେ କୋରୋନା ସଂକ୍ରମଣରେ ଲାଗୁଛି ବ୍ରେକ
+ ପ୍ରସ୍ତୁତ ହେଲା ବିନା ବିଜୁଳିରେ ଅକ୍ସିଜେନ୍ ଯୋଗାଣ ଯନ୍ତ୍ର ‘ଜୀବନ ବାୟୂ’
+ ଆସିଲା ଭୂତାଣୁ ନିଷ୍କ୍ରିୟକାରୀ ମାସ୍କ
#ArgusNews #Odisha #NewsChannel #ArgusNewsTV #Headlines