Headlines 6:30Pm
ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ
ଦୁର୍ଗମ ଅଞ୍ଚଳରେ ସହଜରେ ଟିକା ଉପଲବ୍ଧ କରାଇବା ପାଇଁ ସରକାରଙ୍କ ଯୋଜନା
ଦିଲ୍ଲୀର ମହାରାଜ ଅଗ୍ରସେନ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ଉଦ୍ଘାଟିତ
ଦିଲ୍ଲୀରେ ଅନ୍ଲକ୍ ପ୍ରକ୍ରିୟା ଜାରି
ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା
#ArgusNews #Odisha #Headlines