Headlines @6:30PM |20 May 2022| Argus News
+ଉପାନ୍ତ ଅଞ୍ଚଳରେ ଫେଲ୍ ମାରିଛି ବସୁଧା ଯୋଜନା
+କୋରାପୁଟ ସୀମାନ୍ତ ଗାଁରେ ସଂଘର୍ଷ
+ଦୁର୍ଗମ ଅଞ୍ଚଳରେ ଶିକ୍ଷାର ନଗ୍ନ ଚିତ୍ର
+ଯୋଜନ ଯୋଜନ ଦୂରରେ ଯୋଜନା
+ଜଳ କର ବଢୁଛି ହେଲେ ଦୂର ହେଉନି ଜଳ କଷ୍ଟ.
#Headlines #LatestNews #Odisha #ArgusNews