Headlines @ 6 Pm | 11 April 2022 | Argus News
+ ଷ୍ଟେଟ ଆଥଲେଟ ମିଟ୍ କ୍ୟାମ୍ପରେ ଖେଳାଳୀଙ୍କୁ ଯୌନ ନିର୍ଯାତନା
+ ଓମ୍ଫେଡ଼ରେ 207 କୋଟି ଟଙ୍କାର ଅନିୟମିତତା ମାମଲା
+ SCB ମେଡ଼ିକାଲ ଫାଣ୍ଡିରେ ନାବାଳକକୁ କାହିଁକି ଅଟକାଇଲା ପୋଲିସ?
+ ମହାନଦୀରେ ୩ ଛାତ୍ର ବୁଡି ଘଟଣାରେ ମିଳିଲା ଆଉ ଜଣଙ୍କ ମୃତଦେହ
#Headlines #Odisha #ArgusNews