Headlines @ 6 Pm | 3 July 2022 | Argus News
+ ବିଜେବି କଲେଜ ଯୁକ୍ତ 3 ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରୁ ହଟୁନି ସସପେନ୍ସ
+ ରାଜ୍ୟରେ ଉପର ମୁହାଁ କରୋନା ସଂକ୍ରମଣ
+ ଜୁଲାଇ ପହିଲାରୁ ସାରା ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ୍
+ ଦେଶ ମାତୃକାର ସେବା ପାଇଁ ଇଚ୍ଛୁକ ପିଲାଙ୍କ ପାଇଁ ଖୁସି ଖବର
#Headlines #Odisha #ArgusNews