Headlines 6 pm
- ଟ୍ବିନି ସିଟିରେ ବଢିଲା ଆଶିଂକ ଲକଡାଉନ
- ଭୁବନେଶ୍ବର AIIMSକୁ ପୂରିଲା ୯ ବର୍ଷ
- ଅର୍ଥ ଅଭାବରୁ ହୋଇପାରୁନି ଇକମୋ ଚିକିତ୍ସା
- କଟକରୁ ଦୁଇ କେଜିରୁ ଅଧିକ ସୁନା ଜବତ
- ରାଜଧାନୀରେ ଟ୍ରାଫିକ ସମସ୍ୟା ସୁଧାରିବାକୁ ତିଆରି ଚାଲିଛି ବାଏପାସ ରୋଡ
- ବିପର୍ଯ୍ୟସ୍ତ ଅବସ୍ଥାରେ ରାଜଧାନୀର ପ୍ରମୁଖ ପରିବା ମାର୍କେଟ
- କରୋନା କାଳରେ ବ୍ୟବସାୟର ନୂଆ ମାଧ୍ୟମ
#ArgusNews #ArgusNewsTV #Odisha #Headlines