Headlines@6 pm | 9 Dec 2021 | Argus News
+ ମମିତା ହତ୍ୟା ପ୍ରସଙ୍ଗରେ ରାଜଧାନୀରେ ବିଜେପି ଯୁବମୋର୍ଚ୍ଚାର ରଣହୁଙ୍କାର
+ ରାଜଧାନୀର ସ୍କୁଲକୁ ଡେଇଁଲା କରୋନା
+ କଟକ ଗୋପାଳପୁର ଛକରୁ 70 କେଜି ଗଞ୍ଜେଇ ଜବତ
+ ସଫେଇ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଅଭିଯୋଗ
+ ବୁଲା କୁକୁର ଓ ଗୋରୁଗାଇଙ୍କ କବଜାରେ କଟକ ରାସ୍ତା
+ ରାସ୍ତା ଜାମ ପାଇଁ ଅତିଷ୍ଠ ରାଜଧାନୀବାସୀ
#headlines6pm #mamitamurdecase #covid19 #ganjaseized #ArgusNews