Headlines 6am ||
- ଜାରି ରହିବ ଲକଡାଉନ, ନା ଓଡିଶା ହେବ ଅନଲକ
- G7 ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
- ଆଜିଠୁ ଦିଲ୍ଲୀ ହେବ ଅନଲକ
- ରାଜ୍ୟର ସମସ୍ତ ଜିଲ୍ଲାକୁ ଛୁଇଁଲା ମୌସୁମୀ ବାୟୁ
- ଆଜି ପହିଲି ରଜ
- ଦିଲ୍ଲୀର ମହାରାଜ ଅଗ୍ରସେନ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ଉଦ୍ଘାଟିତ
- ମାଓଗଡରେ ଏବେ ବି ଭାଙ୍ଗିନି ଲାଲଦୁର୍ଗ
- କୋରୋନା ଆକ୍ରାନ୍ତ ସ୍ବାମୀଙ୍କ ପାଇଁ ଆର୍ଥିକ ସହାୟତା ଲୋଡିଲେ ପତ୍ନୀ
#ArgusNews #Odisha #Headlines #ArguNewsTV #ArgusTV #UpdateNews #ArgusUpdateNews