Headlines 6Pm | 02 Jan 2022 | Argus News
+ରାଜ୍ୟରେ ଚିନ୍ତା ବଢାଇଲା ଓମିକ୍ରନ
+କାଲିଠୁ କିଶୋରଙ୍କ ଟିକାକରଣ
+ପୁଣି ଭାଣ୍ଡିଆ ହେଲେ ମନ୍ତ୍ରୀ ସମୀର ଦାସ
+ତିଗିରିଆରେ ଜନନୀ ସୁରକ୍ଷା ଯୋଜନା ଆମ୍ବୁଲାନ୍ସର ଅପବ୍ୟବହାର ଅଭିଯୋଗ
+ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ହେଲେ ମେଳା, ମହୋତ୍ସବରେ ଲାଗୁନି କଟକଣା
#Headlines6Pm #Omicron #vaccination #SamirRanjanDash #Odisha #ArgusNews