HEADLINES 6PM : 9 NOV 2021 : ARGUS NEWS
+କେବିଏନ ଗ୍ରୁପ ପଛରେ କିଏ
+କୁବେର ଅଫିସରଙ୍କ ବେନାମୀ ସମ୍ପତ୍ତି ଉପରେ ଭିଜିଲାନ୍ସ ଛାପା
+କଟକରେ ଚାଲିଛି ବସ୍ତି ଉଚ୍ଛେଦ ପ୍ରକ୍ରିୟା
+ରାଜଧାନୀରେ ସରକାରୀ ଚାକିରୀ ଦେବା ନାମରେ ଠକେଇ
+ନିଶା କବଳରେ କଲେଜ ଛାତ୍ରଛାତ୍ରୀ
+ଉଚ୍ଚ ଶିକ୍ଷାରେ ବାଧକ ସାଜିଛି ଅର୍ଥ
#HEADLINES_6PM #commissioneratepolice #Vigilance #raid #Cuttack #government #jobs #Bhubaneswar #College #students #addicted #Odisha #ArgusNews