Headlines@ 7 am | 22 Sept 2022 | Argus News Live
+ କାଲିଠୁ ୨ଦିନିଆ ରାଜ୍ୟ ପରିବେଶ ମନ୍ତ୍ରୀ ସମ୍ମିଳନୀ
+ ଅପପୁଷ୍ଟିରୁ ସୁରକ୍ଷା ଦେବାକୁ କେତେ ତତ୍ପର ରାଜ୍ୟ ?
+ ସୋଲାର ପିଭି ମଡ୍ୟୁଲ ପାଇଁ ୧୯ ହଜାର ୫୦୦ କୋଟି ମଞ୍ଜୁର
+ ସେପ୍ଟେମ୍ବର ୨୭ରୁ ସୁପ୍ରିମକୋର୍ଟର ଲାଇଭ୍ ଶୁଣାଣିକୁ ଦେଖିପାରିବେ ସାଧାରଣ ନାଗରିକ
+ ଆଜିଠୁ ଯୁକ୍ତ-୨ ପ୍ରଥମ ବର୍ଷ ପାଠପଢ଼ା
+ ଆଜି ରାଜ୍ୟ କ୍ୟାବିନେଟ ବୈଠକ
+ ଧୀରେ ଧୀରେ ଦୁର୍ବଳ ହେଉଛି ବଙ୍ଗପୋସାଗରରେ ସୃଷ୍ଟ ଲଘୁଚାପ
#headlines7am #malnutrition #Supremecourtlive #weatherupdate #ArgusNews