Headlines@ 7 am | 28 May 2022 | Argus News
+ ଆଜି ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
+ ଭାରତ ଡ୍ରୋନ ମହୋତ୍ସବ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
+ ଭଣ୍ଡ ପାଦ୍ରୀ ବଜିନ୍ଦରଙ୍କ ସଭା ଭଣ୍ଡୁର
+ ରାଜ୍ୟ ସରକାର କହିଲେ କମ୍ ଚାପିଲେ ବେଶୀ
+ ପାକିସ୍ତାନରେ ପେଟ୍ରୋଲ ଦାମ ୧୮୦ ଟଙ୍କାକୁ ବୃଦ୍ଧି
+ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ବୁଣାରେ ପିଲାଠୁ ବୟସ୍କ
+ ପାହାଡ଼ ତଳି ପରିବେଶରେ ଲିଚୁ ବଗିଚା
+ ପୁଣି ୪୦ ଡିଗ୍ରୀ ଅତିକ୍ରମ କଲା ରାଜ୍ୟର ବିଭିନ୍ନ ସହରର ତାପମାତ୍ରା
#headlines7am #Narendramodi #BajinderSingh #pakistanpetrolprice #ArgusNews