|| Headlines 7 am ||
- ଆଜି ନୂଆ ଜାତୀୟ ଶିକ୍ଷା ନୀତିର ବର୍ଷ ପୂର୍ତ୍ତି
- କୋରୋନା ପରେ ରାଜଧାନୀ ବାସୀଙ୍କୁ ଡେଙ୍ଗୁ ଭୟ...
- ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା...
- କୋରନୋ କାଳରେ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ
- ଆଉ ଗୋଟିଏ ଦିନ ପରେ ପ୍ରକାଶ ପାଇବ +2ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ...
- ଅର୍ଗସ ମହାପ୍ରଭାବ...
- ବୟସ 4ବର୍ଷ, 4ମାସ….ଅସାଧାରଣ ସ୍ମୃତିଶକ୍ତି ବଳରେ ଦେଉଛନ୍ତି କଠିନ ପ୍ରଶ୍ନର ଉତ୍ତର…
#ArgusNews #ArgusNewsTV #Odisha #Headlines