Headlines@ 7 am | 7 June 2022 | Argus News
+ ଆଇକନିକ୍ ସପ୍ତାହ ଉତ୍ସବର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
+ ଟେକ୍ନୋଲୋଜିରେ ପିଲା ହେବେ ସ୍କିଲ୍, ରିସ୍କିଲ୍, ଅପସ୍କିଲ୍
+ ପିଏମଙ୍କ ଦ୍ବାରା ଲଞ୍ଚ ହୋଇଥିବା କମ୍ପାନୀରେ ନିବେଶ କଲେ କ୍ୟାପଟେନ୍ କୁଲ
+ ଭଦ୍ରକର ଅବଦୁଲ କଲାମ ହୁଇଲର ଦ୍ଵିପରୁ ଅଗ୍ନି 4ର ସଫଳ ପରୀକ୍ଷଣ
+ ୨୦୨୬ରେ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍
+ ସୁପର ସଣ୍ଡେରେ ସିଲଭର ସିଟିରେ ସୁପର ଫାଇଟ୍
#headlines7am #Narendramodi #Agni4 #ArgusNews