|| HEADLINES 7 AM ||
- 17 ଜୁନ୍ ଯାଏଁ ବଢିଲା ଲକଡାଉନ...
- ଆଜି ଆକାଶମାର୍ଗରୁ ବାଲେଶ୍ବର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
- ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ଜୁନ 3 ତାରିଖରେ କେରଳ ଛୁଇଁବ ମନସୁନ୍...
- ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପୁରିଲା ଦୁଇ ବର୍ଷ...ସାରା ଦେଶରେ ବିଜେପି ପାଳିଲା ସେବା ଦିବସ...
- ଆଜି ବିଶ୍ବ ତମାଖୁ ବର୍ଜନ ଦିବସ...
- ରାଜ୍ୟରେ ସ୍ବାସ୍ଥ୍ୟସେବାର ଆହ୍ବାନପୂର୍ଣ୍ଣ ସ୍ଥିତି...
- ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାକୁ ଜାତିସଂଘର ପ୍ରଂଶସା...
#ArgusNews #ArgusTv #Odisha #Headlines