Headlines@ 7 pm | 22 May 2022 | Argus News
+ ଧରାପଡିଲା ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ମହାମିଛ
+ ତୈଳ ଦର କମାଇ କେନ୍ଦ୍ର ସରକାର ଆଶ୍ବସ୍ତି ଆଣିବା ପରେ ରାଜ୍ୟ ସରକାର ଟିକସ କମାଇବା ପାଇଁ ଜୋର ଧରିଲା ଦାବି
+ ଶୁଖିଲା ମହାନଦୀ, ଅଚିନ୍ତାରେ ରାଜ୍ୟ ସରକାର
+ କମ ମହିଳା ପୋଲିସ ନିଯୁକ୍ତି, ମହିଳା ବିରୋଧି ହିଂସା ରାଜ୍ୟରେ ଶୀର୍ଷରେ
+ ମାଲକାନଗିରିରେ ସୁବାଷ ସିଂଙ୍କୁ ତୀବ୍ର ବିରୋଧ
+ ରାଜ୍ୟ ପାଇଁ ଗୌରବ ଆଣିଥିବା ଆଥଲେଟଙ୍କୁ ଧୋକ୍କା
+ ବଲାଙ୍ଗିର ସିରିଜ ଦୁର୍ଘଟଣା ପଛରେ ହତ୍ୟା ଷଡଯନ୍ତ୍ର
+ ଆଜି ପବିତ୍ର ଭଉଁରୀ ଯାତ୍ରା, ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ
#Headlines7pm #pruheritagecorridor #mahanadiissue #ArgusNews #Odisha