Headlines 7 PM
+ ଜୁଲାଇ 31ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
+ ଇକମୋ ଚିକିତ୍ସା ବ୍ୟବସ୍ଥା ଲାଗି ଜୋର ଧରିଲା ଦାବି
+ ଶିଶୁ ସୁରକ୍ଷା ନେଇ ଉଠିଲା ବଡ ପ୍ରଶ୍ନ
+ ରାଉରକେଲାରେ କାୟା ମେଲାଉଛି ଡେଙ୍ଗୁ
+ ସରି ଆସୁଛି ଜୁଲାଇ କଟକଣା
+ ବୃକ୍ଷରୋପଣ ନାଁରେ ବଡ ଦୁର୍ନୀତି
+ ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଚଞ୍ଚକତା ଅଭିଯୋଗ
+ ପିପିଲିର ସ୍ବପ୍ନେଶ୍ବର ମନ୍ଦିର ଏବଂ ରତ୍ନଚିରା ଉପତ୍ୟକାକୁ ନେଇ ଚିନ୍ତା
+ ମନ୍ତ୍ରୀ, ବିଧାୟକଙ୍କ ଲୋକ ବୋଲି ସାତଖୁଣ ମାଫ୍
+ କରୋନାର ଦ୍ବିତୀୟ ଲହର ଉଜାଡି ଦେଲା ପରିବାର
#ArgusNews #Odisha #ArgusNewsTV #Headlines7PM