Headlines 7 PM
+ ହିଡେନ କେସ ଆଣିବ କି ତୃତୀୟ ଲହର
+ ଓଡିଶାରେ ତିଆରି ହେଉଛି ଦେଶୀ ବନ୍ଧୁକ
+ ମାଓ ନେତ୍ରୀ କବିତା ପଡିଆମୀଙ୍କ ଆତ୍ମସମର୍ପଣ
+ ଲଭ ଏକ୍ସପୋଜ ଘଟଣାରେ କେବେ ମିଳିବ ପୀଡିତାଙ୍କୁ ନ୍ୟାୟ ?
+ ସୌମ୍ୟରଂଜନଙ୍କୁ ଚିକିତ୍ସା କଲେ ଜଣେ, ରେଫର କଲେ ଆଉ ଜଣେ ଡାକ୍ତର
+ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଆଣିଲେ ସଙ୍ଗୀନ ଅଭିଯୋଗ
+ ଡିଇଓମାନଙ୍କ ସହ ବୈଠକ କରିଛନ୍ତି ବିଦ୍ୟାଳୟ ଓ ଗଣିଶିକ୍ଷା ମନ୍ତ୍ରୀ
+ ଓଡିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବାଟବଣା
+ ଦିନକ ପରେ ବାହୁଡା ଯାତ୍ରା
#ArgusNews #Odisha #ArgusNewsTV #Headlines7PM