Headlines 7Am | 03.2.2022 | Argus News
+ଓଡ଼ିଶାକୁ ରେଳ ବଜେଟରେ ରେକର୍ଡ ଅନୁଦାନ, ସର୍ବାଧିକ 9 ହଜାର 734 କୋଟି
+ କେନ୍ଦ୍ର ବଜେଟରେ ଓଡିଶାକୁ ସିଂହଭାଗ ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
+ଧରାପଡିଲା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ 'ଚୀନ୍-ପାକିସ୍ତାନ୍' ମିଛ
+ଆଜିଠୁ ରାଜ୍ୟରେ 2 ଦିନ ବର୍ଷା
+ପୁରୀ କଣାସରେ ଠାବ ହେଲା ଶହ ଶହ ବର୍ଷର ବୀର ଶିଳା
#Headlines_7Am #BudgetSession #railway #Congress #weather #puri #Odisha #ArgusNews