Headlines 7am ||
- ଦ୍ବିତୀୟ ଦିନରେ ଚାଷୀଙ୍କ ପାଇଁ ବିରୋଧୀଙ୍କ ହଲ୍ଲାବୋଲ
- ଦେଶର ଡାକ୍ତରଙ୍କ କାର୍ଯ୍ୟକୁ ସଲାମ କଲେ ପ୍ରଧାନମନ୍ତ୍ରୀ
- ନୟାଗଡ଼ ପରେ ନବରଙ୍ଗପୁରରେ କୋଭିଡ୍ ମୃତ୍ୟୁକୁ ନେଇ ପ୍ରଶ୍ନ
- ସୌମ୍ୟ ଖୋଲିଦେଲେ ସରକାରଙ୍କ ପୋଲ୍
- ଖାକି ପାଇଁ ଲଜ୍ଜା
- ସହଜରେ ମିଳୁଥିବାରୁ ଚିନ୍ତାର କାରଣ ପାଲଟିଛି ଡ୍ରୋନ୍
- କେବେ ରାଜ୍ୟରେ କାର୍ଯ୍ୟକାରୀ ହେବ ଧର୍ମପରିବର୍ତ୍ତନ ନିରୋଧ ଆଇନ?
- ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ
#ArgusNews #Odisha #Headlines #ArgusNewsTV #ArgusTV #UpdateNews #ArgusUpdateNews