Headlines 7am | 26 Jan 2023 | Argus News
+ ଦେଶ ପାଳୁଛି ଗଣତନ୍ତ୍ରର ବଡ ଉତ୍ସବ
+ଭୁବନେଶ୍ବର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହେବ 74ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ
+ 2022 ପାଇଁ ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର
+ ପୁଣି ସାଧାରଣ ଓଡ଼ିଆଙ୍କୁ ମୋଦି ସରକାରଙ୍କ ବଡ଼ ସମ୍ମାନ..ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ ରଙ୍ଗବତୀ ଗାୟିକା କ୍ରିଷ୍ଣା ପଟେଲ
+ଆଜି ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ବତୀଙ୍କ ପୂଜା
#ArgusNews #Headlines #MorningHeadlines #TodayHeadlines #Odisha