Headlines @7AM | 27 JUNE 2022 | ArgusNews
+ ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର ରାଜନୀତି
+ ସମଗ୍ର ବିଶ୍ବରେ ବଢୁଛି ମୋଦିଙ୍କ ବ୍ୟକ୍ତିତ୍ବ
+ ଆଜି ନାମାଙ୍କନ ଭରିବେ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା
+ ଉତ୍ତରପ୍ରଦେଶର ଉପନିର୍ବାଚନରେ ସାଇକେଲ୍ ପଙ୍କଚର
+ ଉପଚାର ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ
+ ଶୁଣିଲାନି ପ୍ରଶାସନ, ବାଉଁଶକୁ ବାଉଁଶ ଯୋଡ଼ି ଗାଁକୁ ପାଣି ଆଣିଲେ ଆଦିବାସୀ
#HeadlinesToday #Headlines #TopHeadlines #Odisha #ArgusNews