Headlines 7pm | 07 Jan 2022 | Argus News
+ରାଜ୍ୟରେ 3 ହଜାର ମୁହାଁ କରୋନାର ଦୈନିକ ସଂକ୍ରମଣ
+ଆନ୍ଧ୍ରର କ୍ରସ ମିଶନକୁ ଇନ୍ଧନ ଯୋଗାଉଛନ୍ତି ରାଜ୍ୟ ସରକାର
+ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିର ତନାଘନା
+ମୋଦି ପଠାଇଲେ ସୁନା, ବିଜେଡ଼ି ଦେଲା ଭେଣ୍ଡି
+ଗୁଟଖା କାରଖାନା ମାଲିକଙ୍କୁ ସାତ ଖୁନ୍ ମାଫ୍
+ମିଲର୍ସ ଓ ଦଲାଲ ରାଜ ଭିତରେ ବଳି ପଡୁଛି ଚାଷୀ
+NEET-PG ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
+ଅସୁରକ୍ଷିତ ଜଙ୍ଗଲ, ବିପଦରେ ବନ୍ୟଜନ୍ତୁ
#Headlines_7pm #covid #Omicron #andra #security #PunjabGovernment #BJP #BJD #gutkhafactory #Odisha #ArgusNews