Headlines@ 7pm | 1 Jan 2022 | Argus News
+ ନୂଆବର୍ଷରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ ଭେଟି
+ନୂଆବର୍ଷ ଆରମ୍ଭରୁ ସୀମାନ୍ତରେ ଆନ୍ଧ୍ରର ଦାଦାଗିରି
+ଥମୁନି ଲଜ୍ଜା
+ପିସି ମଷ୍ଟ ଷ୍ଟପର ଉଡିଲା ଧଜିଆ
+୬୦ହଜାର କୋଟିର ବଡ ସ୍କାମର ବଡ ଖୁଲାସା
+ବର୍ଷେ ପୂରିଲା, ଆଜି ଯାଏ କାର୍ଯ୍ୟାନୁଷ୍ଠାନ ଶୂନ
+ସରକାରଙ୍କ ବହୁ ପ୍ରଚାରିତ ମିଲେଟ୍ ମିଶନ ଫେଲ୍
+ନୂଆବର୍ଷରେ ଶହେ ଦିବସୀୟ ପଠନ ଅଭିଯାନ ପଢେ ଭାରତର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
+କହୁ କହୁ ସତ କହିଦେଲେ ପ୍ରତାପ
+ନୂଆ ବର୍ଷର ପ୍ରଥମ ଦିନରେ ସଂକ୍ରମଣର ବଡ଼ ଲମ୍ପ
#Headlines7pm #Odisha #ArgusNews