HEADLINES 7PM : 10 OCT 2021 : ARGUS NEWS
+ଓଡିଶାର ସୀମାକୁ ଆନ୍ଧ୍ରରେ ମିଶାଇବା ପାଇଁ ବଡ ଷଡଯନ୍ତ୍ର
+ହକି ଇଣ୍ଡିଆକୁ ମହଙ୍ଗା ପଡ଼ିପାରେ ଏକପାଖିଆ ନିଷ୍ପତ୍ତି
+ଦଶହରାରେ ଭିଜିବ ସାରା ରାଜ୍ୟ
+ପଦାରେ ପଡିଲା ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ପ୍ରୀତି
+ବିରୋଧୀଦଳ ମୁଖ୍ୟ ସଚେତକଙ୍କ ଗାଡି ଉପରକୁ ବୋମା ମାଡ
+ପ୍ରଶ୍ନ ପଚାରିବାରୁ ମନ୍ତ୍ରୀଙ୍କୁ ବାଧୁଛି
+ପାଣି ପାଇଁ ପ୍ରଚାର ଓ ବାସ୍ତବତାରରେ ଆକାଶ ପାତାଳ ଫରକ୍
#HEADLINES7PM #borderissues #Andra #hockeyindia #durgapuja #rain #CMOOdisha #Odisha #argusnews