Headlines @ 7PM| 13 April 2022| Argus News
+ବିକାଶ ବନାମ ରାଜନୀତିରେ ଆକାଂକ୍ଷୀ ବିତର୍କ
+ପିଏମ୍ କଲ୍ୟାଣ ଅନ୍ନ ଯୋଜନା ନେଇ ଜୋର ଧରିଲା ରାଜନୀତି
+ଅପଟ ହେଲେ କ'ଣ ବୋମା, ଗୁଳି ମାରି ଆତଙ୍କ କରିବ?
+ରହସ୍ୟ ଘେରରେ ମାହାଙ୍ଗା ଗଣହତ୍ୟା
+ମହାବିଷୁବ ସଂକ୍ରାନ୍ତିରେ ପୋଲିସ ପାଇଁ ଆହ୍ବାନ
+ଗଞ୍ଜାମରେ ଶିଶୁଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ
+କିଏ ସେ ବାଲି ଲୁଟର ଖଳନାୟକ?
+୫୫ଦିନ ପରେ ବି ବରୀ ନାବାଳିକା ହତ୍ୟା ଘଟଣାର ଖିଅ ପାଉନି ପୋଲିସ
#headlines #PrimeOdisha #Odisha #ArgusNews