Headlines 7pm | 13 Jan 2022 | ArgusNew
+ଦେଶରେ କୋଭିଡ ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
+ଓଡ଼ିଶାରେ 10 ହଜାର ପାର୍ ଦୈନିକ କରୋନା ସଂକ୍ରମଣ
+ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
+ଧରାପଡିଗଲା ପଞ୍ଚାୟତିରାଜ ମନ୍ତ୍ରୀଙ୍କ ମହାମିଛ !
+ଗୁଟଖା ରାକ୍ଷାସଙ୍କ ଉପରେ ମେହରବାନ୍ ରାଜ୍ୟ ସରକାର
+କେବେ ଯନ୍ତ୍ରଣାରୁ ମୁକ୍ତି?
+ମଣ୍ଡିରେ ଭିଜୁଛି ସୁନାର ଫସଲ
#Headlines7pm #CovidSituation #COVID19 #Omicron #PanchayatElections #Minister #gutkhafactory #Odisha #ArgusNews