Headlines 7pm | 20 Jul 2022 | ArgusNews
+କାଶୀପୁରରେ ଝାଡାବାନ୍ତି ଆତଙ୍କ ପରେ ଜଳ ଚିନ୍ତା
+କୋଟିଆରେ ଆନ୍ଧ୍ର ମାନ୍ୟମ ଜିଲ୍ଲାର ବରିଷ୍ଠ ଅଧିକାରୀ
+ରାତି ପାହିଲେ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି
+ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ କୃଷି ଉତ୍ପାଦନ ରପ୍ତାନୀ ନିତିକୁ ନେଇ ଉଠିଲା ପ୍ରଶ୍ନ
+ ଜନ ବିଦ୍ରୋହ ଭିତରେ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେଲେ ରାନିଲ୍ ଓ୍ବିକ୍ରମସିଂହେ
#Headlines #EveningHeadlines #Odisha #ArgusNews