Headlines @7PM |20 May 2022| Argus News
+ଷ୍ଟେଟ୍ ଅଫ୍ ଇନିକ୍ସାଲିଟି ଇନ୍ ଇଣ୍ଡିଆ ରିପୋର୍ଟ ପୁଣି ଓଡିଶା ଆଗରେ ସୃଷ୍ଟି କଲା ଚିନ୍ତାର ପାହାଡ
+ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ
+2୦24 ପାଇଁ ବିଜେପିର ବଡ଼ ପ୍ରସ୍ତୁତି
+ଏମାର ମଠ ଚଟ୍ଟାଣ ତଳେ ଦୁର୍ଲଭ କୀର୍ତ୍ତିରାଜି
+ରେଳଧାରଣା ପାରି ହେବା ବେଳେ ବଡ ଅଘଟଣ
+ବଢୁନି ଓଡିଶାର ଚାଷୀଙ୍କ ଆୟ
+ଓବିସି ସଂରକ୍ଷଣ ପ୍ର ସଙ୍ଗରେ କାହିଁକି ଚୁପ ରାଜ୍ୟ ସରକାର ?
#Headlines #PrimeOdisha #Odisha #ArgusNews