Headlines@ 7pm | 22 Nov 2021 | Argus News
+ ମମିତାଙ୍କୁ ନ୍ୟାୟ ଓ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବିଜେପିର ହଲ୍ଲାବୋଲ
+ପ୍ରତିବାଦ ଓ କଡ଼ା ସୁରକ୍ଷା ମଧ୍ୟରେ କନ୍ଧମାଳରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
+ସଠିକ୍ ଜାଗାରେ ବିନିଯୋଗ ହେଉନି ଖଣିଜ ପାଣ୍ଠି
+ଉଡାନ ଯୋଜନାରେ ଝାରସୁଗୁଡା ହେଲା ଷ୍ଟାର ପରଫର୍ମର
+14 ଘଣ୍ଟାର ଉଦ୍ୟମ ପରେ ବି ଲାଗି ପାରିଲାନି ରେଡ଼ିଓ କଲାର
+ରାସନ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ପରେ ବର୍ଷିଲା ବିଜେପି
#Headlines #TopHeadlines #HeadlinesToday #Odisha #ArgusNews