Headlines 7pm | 26 Jan 2022 | Argus News
+ଦେଶ ପାଳିଲା ୭୩ତମ ସାଧାରଣତନ୍ତ୍ର ଦିବସ
+ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
+ରାଜପଥର ଉତ୍ସାହକୁ ବଳିଗଲା ଉପାନ୍ତର ଉତ୍ସାହ
+ଜୀବନ ପର୍ଯ୍ୟନ୍ତ କର୍ତ୍ତବ୍ୟକୁ ପଣ କରିଥିବା ହିନ୍ଦୁସ୍ଥାନର ଜାଗ୍ରତ ପ୍ରହରୀ, ସୀମା ସୁରକ୍ଷା ବଳ,
+ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା ବୋଟ୍ ଆମ୍ବୁଲାନ୍ସ ସେବା
+ଦେଶ ସେବା ପାଇଁ ଲାଗିଛନ୍ତି ମିଶନରେ
+ଅପୂର୍ବ ସାହସିକତା ପାଇଁ ଓଡ଼ିଶାର ଶିଶୁ ସୃଷ୍ଟି କଲେ ଉଦାହରଣ
#Headlines_7pm #NationalDay #republicday #GandhiMarg #Hindustan #ambulanceservice #Odisha #ArgusNews