Headlines 7pm | 28 Jul 2022 | ArgusNews
+ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଅଧିର ରଂଜନଙ୍କ ବିବାଦୀୟ ବୟାନ ପରେ ଅଡୁଆରେ କଂଗ୍ରେସ
+ଶେଷରେ ମନ୍ତ୍ରୀପଦରୁ ବିଦାହେଲେ ପାର୍ଥ ଚାଟାର୍ଜୀ
+ବାଲକୋନୀରେ ମୁହଁ ଦେଖାଇଲେ ବାବୁସାନ୍
+ ଉପାନ୍ତ ଇଲାକାରେ ଦୂର ହେବ ନେଟଓ୍ବର୍କ ସମସ୍ୟା
+ ସାରା ରାଜ୍ୟରେ ମଣ୍ଡି ଯନ୍ତ୍ରଣା
+ବିଧାନସଭାରେ ବୁଧବାର ପିସି ଲଢେଇ ପରେ ଗୁଗୁବାର କନ୍ଧମାଳରେ ବର୍ଷା ଖୋଲିଦେଲା ପିସିର ରାଜ
#Headlines #EveningHeadlines #Odisha #ArgusNews