Headlines 7PM
+ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ସମ୍ପାଦକୀୟରେ ରାଜ୍ୟ ସରକାରଙ୍କୁ କଟାକ୍ଷ
+ ଖୋଲିଛି କି କୋଭିଡ ପରିଚାଳନା ବାହାବାର ଗୁମର
+ ବାରିପଦା କୋଭିଡ ହସ୍ପିଟାଲରୁ ଆସିଲା ଅଭାବନୀୟ ଦୃଶ୍ୟ
+ ବୌମ୍ୟକେଶ ବାହୀନିଙ୍କ ଆତଙ୍କରାଜ
+ ମଣ୍ଡିରେ ପଡି ରହିଛି ଧାନ... ଜଗି ରହିଛି ଚାଷୀ
+ ବାଲେଶ୍ବରରେ ବନ୍ୟାଞ୍ଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
+ କୁଚିଣ୍ଡାରେ ଲଜ୍ଜା
#ArgusNews #Odisha #ArgusNewsTV #NewsChannel #Headlines7PM