HEADLINES : 7PM : 6 OCT 2021 : ARGUS NEWS
+ଡିଆରଡିଓ ତଥ୍ୟ ଲିକ ମାମଲାରେ ରହସ୍ୟମୟୀଙ୍କ ISI ଲିଙ୍କର ମିଳିଲା ପ୍ରମାଣ
+କେନ୍ଦୁଝରରେ ଆବାସ ଯୋଜନାର ମହାଦୁର୍ନୀତି
+ବାଲେଶ୍ବର ରଘୁନାଥପୁରରେ ଫେଲ ମାରିଛି ବସୁଧା ଯୋଜନା
+ଝାରଖଣ୍ଡରେ ଉପେକ୍ଷିତ ଓଡ଼ିଆ
+ବଳଙ୍ଗା ନଦୀ ଉପରେ ନିର୍ମିତ ପୋଲର ଜଗୁଆଳ ବିଦ୍ୟାଧର ଦାସକୁ ମରଣାନ୍ତକ ଆକ୍ରମଣ ଘଟଣା
+ଆଇବିରେ ଅପରାଧୀ ବିଧାୟକଙ୍କୁ ଭିଭିଆଇପି ଟ୍ରିଟମେଣ୍ଟ
+ଭୂତ ଖାଉଛି ରାସନ
+ଆଜି ପବିତ୍ର ମହାଳାୟା ଅମାବାସ୍ୟା
#HEADLINES7PM #Odisha #ArgusNews