Headlines 7PM | 7 May 2022 | Argus News
+ ଅବପାତର ରୂପ ନେଲା ବାତ୍ୟା
+ ପ୍ରାକୃତିକ ଦୁର୍ବିପାକର ମୁକାବିଲା କରିପାରିବ ତ ମାଟି କାନ୍ଥ ?
+ ବାତ୍ୟା ମୁକାବିଲା ଲାଗି ଆସୁଥିବା କେନ୍ଦ୍ରୀୟ ଟଙ୍କା ଯାଉଛି କୁଆଡ଼େ?
+ ବିଜେପିର ଜୋରଦାର ପ୍ରତିବାଦ ଭିତରେ ସୁବାସଙ୍କୁ ସର୍ତ୍ତମୂଳକ ଜାମିନ୍
+ ମାଟ୍ରିକ ପରୀକ୍ଷାର୍ଥୀ ଅନୁପସ୍ଥିତ ଘଟଣାରେ ହାତ ଟେକିଦେଲା ବୋର୍ଡ
+ ସ୍କୁଲ ଓ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଉପରକୁ ଠେଲିଲେ ଦୋଷ
+ ଉଚ୍ଛେଦ ବେଳେ ଅସହାୟ ମହିଳା ବ୍ୟବସାୟୀଙ୍କୁ ବ୍ରହ୍ମପୁର ମହାନଗର ନିଗମ ଏନଫୋର୍ସଟିମର ଦୁର୍ବ୍ୟବହାର
+ କେନ୍ଦୁଝରର ବିଶ୍ବ କୀର୍ତ୍ତିମାନ
#Headlines #Odisha #ArgusNews #HeadlinesToday #TopHeadlines