|| Headlines 8 am ||
- ବରିଷ୍ଠ ବିଜେପି ନେତା ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ
- ସ୍ପିରିଟ୍ ପକାଇ ନିଆଁ ଲଗାଇ ପ୍ରେମିକାକୁ ମାରିଲା ପ୍ରେମିକ....
- ପୁରୀ ଅଠରନଳାରେ ସିରିଜ୍ ବୋମାମାଡ଼
- ଅକ୍ସିଜେନ ଅଭାବରୁ ସଂକ୍ରମିତଙ୍କ ମୃତ୍ୟୁ ନେଇ ତଥ୍ୟ ମାଗିଲା କେନ୍ଦ୍ର
- କରୋନା ପରେ ରାଜଧାନୀବାସୀଙ୍କ ପାଇଁ ଚିନ୍ତା ବଢାଇଛି ଡେଙ୍ଗୁ
- ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି
- ରାଜ୍ୟରେ ମଠ ମନ୍ଦିର ଖୋଲିବା ନେଇ ଜୋର ଧରୁଛି ଦାବି
- ଆଜି ବିଶ୍ବ ହେପାଟାଇଟିସ୍ ଦିବସ…
#ArgusNews #ArgusNewsTV #Odisha #Headlines