Headlines@ 9 am | 1 April 2023 | Argus News
+ ଆଜି ଉତ୍କଳ ଦିବସ
+ ଆଜି କୋଟିଆରେ ଉତ୍କଳ ଦିବସ ପାଳନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
+ ଆଜିଠୁ ରାଜ୍ୟରେ ପାଳନ ହେଉଛି ‘ଶୂନ ମୃତାହତ ସପ୍ତାହ’
+ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା
+ IPL ସିଜନ ୧୬ର ଉଦଘାଟନୀ ମ୍ୟାଚରେ କଡ଼ା ଟକ୍କର
#ArgusNews #Headlines9am #UtkalDivas #DharmendraPradhan #Kotia #ZerofatalityWeek #Weather #Rain #IPL #Odisha