|| Headlines 9 am ||
- ରାଜ୍ୟରେ ପୁଣି 66 ଜୀବନ ନେଲା କରୋନା
- ଆଜିଠୁ ରାଜ୍ୟରେ ଅଫଲାଇନ ମାଟ୍ରିକ ପରୀକ୍ଷା…
- ଆଜି ଟୋକିଓ ଅଲିମ୍ପିକ୍ସରେ ଟ୍ରାକ୍କୁ ଓହ୍ଲାଇବେ ଦୌଡ଼ରାଣୀ ଦୂତି ଚାନ୍ଦ
- ନୂତନ ଶିକ୍ଷାନୀତିର ଏକବର୍ଷ ପୂର୍ତ୍ତି ଅବସରରେ ଦେଶବାସୀ ଓ ବିଦ୍ୟାର୍ଥୀଙ୍କୁ ମୋଦିଙ୍କ ସମ୍ବୋଧନ
- ଆଶୀର୍ବାଦ ଯୋଜନାର ଲାଭ ପାଉ ନାହାନ୍ତି ଅନାଥ ଶିଶୁ
- ପିସି ପାଇଁ ସରକାରୀ ଅର୍ଥ ହରିଲୁଟ୍
- ନୟାଗଡ଼ର ୨ ମାଉଣ୍ଟେନ ମ୍ୟାନ ହରି ଓ କୃଷ୍ଣ ବେହେରା
#ArgusNews #ArgusNewsTV #Odisha #Headlines