Headlines@ 9 am | 20 May 2022 | Argus News
+ କେନ୍ଦୁଝରରେ ଟ୍ରେନ ଧକ୍କାରେ ୩ ହାତୀ ମୃତ
+ ରାଜଧାନୀରେ ବୋମାମାଡ଼
+ ଆଜି ବାହାରିନ୍ ଓଡ଼ିଆ ସମାଜ ପାଳୁଛି ଓଡ଼ିଆ ନବବର୍ଷ
+ IIT ମାଡ୍ରାସରେ 5Gର ସଫଳ ପରୀକ୍ଷଣ
+ ବିବାଦ, ବିତର୍କ ପରେ ସିଂହମୂର୍ତ୍ତିକୁ ହେପାଜତକୁ ନେଲା ASI
+ ଘୁଞ୍ଚିଲା ଜ୍ଞାନବ୍ୟାପୀ ମସଜିଦର ଶୁଣାଣି
+ ୨୧ରୁ ପୁଣି ବଢିବ ତାତି
#headlines9am #elephantdeath #bombing #Baharain #OdiaSamajNewyear #iitmadras #gyanavapimosque #ArgusNews