|| Headlines 9 am ||
- ଆଜି ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
- ଥମୁନି ମୃତ୍ୟୁ, ଖସୁନି ସଂକ୍ରମଣ
- ସରିଲା ପଞ୍ଚମ ପର୍ଯ୍ୟାୟ ଲକଡାଉନ୍
- ଶେଷରେ କୋରୋନା ଉତ୍ପତ୍ତି ସ୍ଥଳକୁ ନେଇ ମତ ବଦଳାଇଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ
- ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ବଡ଼ ଧରଣର ଅଘଟଣ
- 20 ଲକ୍ଷ ଭାରତୀୟ ଆକାଉଣ୍ଟକୁ ବ୍ଲକ କଲା ହ୍ବାଟ୍ସଆପ୍
- ଜିଏସଟି କ୍ଷତିଭରଣା ଲାଗି କେନ୍ଦ୍ରର ସହାୟତା
- ସୀମା ବିବାଦ ନେଇ ଉଭୟ ଦେଶ LAC ଉପରେ ଛିଡା ହେବା ଆବଶ୍ୟକ
- ଆଜି ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି
#ArgusNews #ArgusNewsTV #Odisha #Headlines