HEADLINES@ 9 AM | 31 OCT 2021 | Argus News
+ 2022 ଶେଷ ସୁଦ୍ଧା 5 ଶହ କୋଟି ଟିକାର ଡୋଜ ଉତ୍ପାଦନ କରିବାକୁ ପ୍ରସ୍ତୁତ ଭାରତ
+ ଟି-20 ବିଶ୍ବକପରେ ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର
+ ଶୌଚ ପାଇଁ ଯିବାବେଳେ ଅଘଟଣ
+ କେନ୍ଦ୍ରାପଡା ଶୋବଳା ଗାଁରେ ଜଙ୍ଗଲୀ ହାତୀ ଆତଙ୍କ
+ ନିଜ ନିର୍ବାଚନମଣ୍ଡଳୀ ଜୁନାଗଡ଼ରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଅଣ୍ଡାମାଡ଼
+ ସଫଳ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମ
+ ନଷ୍ଟ ସାମଗ୍ରୀକୁ ମିଳୁଛି ଶ୍ରେଷ୍ଠ ରୂପ
#Headlines9AM #Topheadlinesofthehour #Odisha #ArgusNews