|| HEADLINES 9 AM ||
- କରୋନା ସଂକ୍ରମଣରେ ବ୍ରେକ୍ କେବେ?...ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୧୩ ନୂଆ ଆକ୍ରାନ୍ତ ଚିହ୍ନଟ...
- ଜୁନ୍ 17 ଯାଏଁ ବଢିଲା ଲକଡାଉନ...
- ଆଜି ଆକାଶମାର୍ଗରୁ ବାଲେଶ୍ବର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ଧର୍ମେନ୍ଦ୍ର ପ୍ରଧାନ...
- ଡେରି କରୁଛି ମୌସୁମୀ...
- ଆଜି ବିଶ୍ବ ତମାଖୁ ବର୍ଜନ ଦିବସ...
- ବାତିଲ ହେବ କି ସିବିଏସ୍ଇ ଓ ଆଇସିଏସ୍ ଦ୍ବାଦଶ ପରୀକ୍ଷା?...
#ArgusNews #ArgusTv #Odisha #Headlines