HEADLINES : 9 PM : 9 OCT 2021 :ARGUS NEWS
+ଗ୍ଲୋବାଲ ଲିଡର କଲେ ମୋଦିଙ୍କ ନେତୃତ୍ବର ପ୍ରଶଂସା
+ଓଡ଼ିଶାରେ ତ୍ବରିତ ହେଉ ‘ସ୍ବାମୀତ୍ବ’ ଯୋଜନା
+ପ୍ରଶାନ୍ତ କିଶୋର ଏବଂ ଭୂପେଶ ବାଘେଲଙ୍କ ଟ୍ବିଟ୍ ଓ୍ବାର୍
+ସୀମାରେ ବିବାଦ ଭିତରେ ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ ସୈନ୍ୟ ବାର୍ତ୍ତା
+ପୁଅ ଡ୍ରଗ୍ସ ମାମଲାରେ ଜେଲ ଯିବା ପରେ କ୍ଷତିରେ ଶାହରୁଖ ଖାନ୍
+ଜାମ୍ମୁ କାଶ୍ମୀରରେ ଅଣ ମୁସଲମାନଙ୍କ ଉପରେ ବଢୁଛି ହିଂସା
#HEADLINES9PM #globalleaders #SwamitvaYojana #Twitter #Odisha #ArgusNews