TOP HEADLINES 11AM
+ ସୌମ୍ୟଙ୍କ ଦଶାହରେ ସାମିଲ ହେଲେନି ପତ୍ନୀ ବିଦ୍ୟା
+ କୁଆଖାଇରେ ମୃତଦେହ କାହାର?
+ ରାଜ୍ୟରେ ପୁଣି ୬୭ ଜୀବନ ନେଲା କରୋନା
+ ବ୍ରହ୍ମପୁର ଗୋଷାଣୀନୂଆଗାଁ ପୋଲିସ ହାତରେ ଝାଡ଼ଖଣ୍ଡୀ ଲୁଟେରା ଗ୍ୟାଙ୍ଗ
+ ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ
+ ସୁନାବେଶରେ ଭାଙ୍ଗିଲା ସାଆନ୍ତଙ୍କ ସୁନା କିରିଟି
+ ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ
#ArgusNews #Odisha #ArgusNewsTv #Headlines