TOP HEADLINES 11AM
+ ସମ୍ବଲପୁର କୁଚିଣ୍ଡା ପିଣ୍ଡାପଥର ପଂଚାୟତ ଭାସିଲା ବସ୍
+ ହାଇକୋର୍ଟର ସମସ୍ତ ଶୁଣାଣିର ହେବ ସିଧାପ୍ରସାରଣ
+ ଶୁଣିଲାନି ପ୍ରଶାସନ... ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଲେ କୁନି କୁନି ପିଲା
+ ପୁରୀ ଜିଲ୍ଲାରେ ରାସ୍ତା ନାଁରେ 78 କୋଟି ଟଙ୍କାର କେଳେଙ୍କାରୀ
+ ରାଜ୍ୟରେ ପୁଣି 65 ଜୀବନ ନେଲା ଭାଇରସ
+ ଅଲିମ୍ପିକ୍ସ ସପ୍ତମ ଦିନରେ ଭାରତୀୟଙ୍କ ଦମଦାର ପ୍ରଦର୍ଶନ
+ ଆଜି ନୂଆ ଜାତୀୟ ଶିକ୍ଷା ନୀତିର ବର୍ଷ ପୂର୍ତ୍ତି
#ArgusNews #Odisha #ArgusNewsTv #Headlines