TOP HEADLINES 12PM
+ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ବିବାଦ
+ ଆଜିଠୁ 18ରୁ ଅଧିକ ବୟସ୍କଙ୍କୁ ମାଗଣା କରୋନା ଟିକା
+ ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୩୧ ପଜିଟିଭ
+ ଆଜିଠୁ ୟୁଟୁବରେ ପାଠପଢ଼ା
+ ଆନ୍ତର୍ଜାତିକ ଯୋଗ ଦିବସରେ ମୋଦି ଦେଲେ ଯୋଗରୁ ସହଯୋଗର ମନ୍ତ୍ର
+ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଏକାଠି ହେଲା ସାରା ବିଶ୍ବ
+ ନିଜ ନିର୍ବାଚନ ମଣ୍ଡଳୀ ପାଇଁ କରିଥିବା କାମର ହିସାବ ଦେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ
#ArgusNews #Odisha #ArgusNewsTv #Headline