TOP HEADLINES 4PM
+ ACF ସୌମ୍ୟ ମହାପାତ୍ର ମୃତ୍ୟୁକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ
+ ଅଧିବେଶନ ଆରମ୍ଭରୁ ସଂସଦରେ ହଟ୍ଟଗୋଳ
+ ଦୀର୍ଘଦିନ ପରେ ରାଜ୍ୟରେ 17 ଶହ ତଳେ ଦୈନିକ ପଜିଟିଭ ସଂଖ୍ୟା
+ ବଲାଙ୍ଗିରରେ ବଢିବାରେ ଲାଗିଛି ଅନ୍ଧବିଶ୍ବାସର ଜାଲ
+ ସାରା ରାଜ୍ୟରେ ବସ୍ ସେବା ଆରମ୍ଭ
+ ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା
#ArgusNews #Odisha #ArgusNewsTv #Headlines