TOP HEADLINES 7AM
+ ଆଜି କାରଗିଲ ବିଜୟ ଦିବସ
+ ବିଜୟ ଦିବସରେ ଦ୍ରାସରେ ଗସ୍ତରେ ଯିବେ ରାଷ୍ଟ୍ରପତି
+ ଆଜିଠୁ ଖୋଲିବ ସ୍କୁଲ
+ ଶ୍ରାବଣ ମାସର ପ୍ରଥମ ସୋମବାର
+ ପୁରୀ ବାସେଳୀ ସାହି ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ
+ କଟକ ନିଆଳି ବ୍ରାହ୍ମଣୀବାଟୀ ବୋମାମାଡ଼ ଘଟଣା
+ ହଜିଛି ଜଙ୍ଗଲ... ଜଙ୍ଗଲକୁ ହଜାଇ ଦେଇଛି ଖୋଦ୍ ବନ ବିଭାଗ
#ArgusNews #Odisha #ArgusNewsTv #Headlines