TOP HEADLINES 7AM
+ ବିଜେପି ନେତା ଚନ୍ଦ୍ରହାସ୍ୟ ପାଣିଗ୍ରାହୀଙ୍କୁ ହାଣିଲେ ଦୁର୍ବୃତ୍ତ
+ ଆଜିଠୁ ରାଜ୍ୟରେ ଅନଲକ୍
+ କଣ୍ଟ ପୁରିଲା, ମଣ୍ଡିରୁ ଉଠିଲାନି ଧାନ
+ ଦେଶର ଗାଁ ହେବ ଡିଜିଟାଲ୍
+ ଆଜି ଜାତୀୟ ଡାକ୍ତର ଦିବସ
+ ବିଦେଶରେ ଓଡ଼ିଆଙ୍କୁ କୃତୀତ୍ବ
+ ନିଜ ଜିଲ୍ଲାରେ ମିଳୁନି କାମ
+ ଆଜି ପଲ୍ଲୀକବି ନନ୍ଦକିଶୋର ବଳଙ୍କ ପୂଣ୍ୟତିଥି
#ArgusNews #Odisha #ArgusNewsTv #Headlines