TOP HEADLINES 8AM
+ ଆଥଲେଟିକ୍ସରେ ପ୍ରଥମ ସ୍ବର୍ଣ୍ଣ ପଦକ
+ ଟୋକିଓରେ ଇତିହାସ ରଚିଲା ଭାରତ
+ ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ
+ ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି
+ ରାଜଧାନୀରେ ଡରାଉଛି ଡେଙ୍ଗୁ
+ ଦୁର୍ଦ୍ଦଶାରେ ଅଭିନେତ୍ରୀ ମୀରା ମହାନ୍ତି
+ ରୋମାଞ୍ଚକର ସ୍ଥିତିରେ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ
+ ନବାଗତ ରାପରଙ୍କ ସ୍ବରରେ ନାଚୁଛି କୋରାପୁଟ
#ArgusNews #Odisha #Headlines